www.samajalive.in
Sunday, December 14, 2025
23.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଭଜା ରସୁଣ

ରସୁଣ ଆମ ଶରୀର ପାଇଁ ବହୁ ଉପକାରୀ ଏହା ସଭିଁଏ ଜାଣନ୍ତି। ମୋଟା ପଣକୁ କମାଇବା ନିମନ୍ତେ,ମଧୁମେହ ରୋଗୀଙ୍କ ରୋଗର ନିୟନ୍ତ୍ରଣ, କୋଲେଷ୍ଟ୍ରଲ ଆଦି ବିଭିନ୍ନ ରୋଗ ଠାରୁ ରସୁଣ ଶରୀରକୁ ଦୂରରେ ରଖିବାରେ ସହାୟକ ହୋଇଥାଏ। ଶୋଇବା ପୂର୍ବରୁ ଅଳ୍ପ ଭଜା ହୋଇଥିବା ରସୁଣ ଖାଇବା ଦ୍ୱାରା ଆମର ଶରୀର ପାଇଁ ଏହା ଖୁବ ଲାଭ ଦାୟକ ହୋଇଥାଏ। ଜାଣନ୍ତୁ ତାହା କ’ଣ….
ଅଳ୍ପ ଭଜା ହୋଇଥିବା ରସୁଣକୁ ଖାଇବା ଦ୍ୱାରା ଏହା ଆମ ହୃଦୟକୁ ସୁସ୍ଥ ରଖିଥାଏ। ଏହା ଶରୀର ପାଇଁ ଆବଶ୍ୟକ ହେଉଥିବା କ୍ୟାଲସିୟମର ବୃଦ୍ଧି କରିଥାଏ। ଅନାବଶ୍ୟକ କ୍ୟାଲସିୟମକୁ ଦୂର କରିଥାଏ।
ଏହାକୁ ଖାଇବା ଦ୍ୱାରା ହାଡ଼ ବହୁତ ଶକ୍ତ ହୋଇଥାଏ। ଚର୍ମକୁ ସୁସ୍ଥ ରଖିଥାଏ।
ରକ୍ତ ଚାପ ଥିବା ଲୋକ ମାନେ ନିୟମିତ ଭଜା ରସୁଣ ଖାଇଲେ ଏହା ବହୁତ ଉପକାରୀ ହୋଇଥାଏ। ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ।
ଅଧିକ ମୋଟା ଥିବା ଲୋକ ମାନେ ନିୟମିତ ଏକ ମାସ ଶୋଇବା ପୂର୍ବରୁ ୨ଟି ଭଜା ରସୁଣ ଖାଇଲେ ମୋଟା ପଣ ଦୂର ହୋଇଥାଏ।
ଗର୍ଭବତୀ ମହିଳା ମାନେ ଏହି ଭଜା ରସୁଣ ଖାଇଲେ ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories