www.samajalive.in
Monday, December 15, 2025
14.1 C
Bhubaneswar

ସନ୍ଧ୍ୟା ୭ଟା – ମୁଖ୍ୟ ସମ୍ବାଦ

ବଡ ଖବର:
୧ – ଆସନ୍ତା ୨୨ ତାରିଖ ଅପରାହ୍ନ ୨ଟା ୪୩ମିନିଟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରିବ
୨ – କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ରେ ହେବ ମତଦାନ

ଆଞ୍ଚଳିକ
– ନିର୍ବାଚନ ପୂର୍ବରୁ ବିଭିନ୍ନ ଯୋଜନାର ବିଜ୍ଞାପନରେ ରାଜ୍ୟ ସରକାର ପ୍ରାୟ ୮୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୂଚନା
– ଏକ ଘରୋଇ ଟିଭି ଚ୍ୟାନେଲର ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ଗୁରୁବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ
– ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ସମ୍ଭାବନା, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ, ୧୮ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ
– ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶିତ, ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୮୮ହଜାର ୨୨୨ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ
– ଅଭିଯୁକ୍ତଙ୍କୁ ଛାଡ଼ିବାକୁ ସୋହେଲା ଥାନା ଆଇଆଇସିଙ୍କୁ ଲାଞ୍ଚ ଦେବା ବେଳେ ଜଣେ ବ୍ୟକ୍ତିଙ୍କୁ ଧରିଲା ଭିଜିଲାନ୍ସ
– କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ରେ ହେବ ମତଦାନ; ୩୦୯ଟି ବୁଥରେ ହେବ ମତଦାନ, ମଇଦାନରେ ୧୦ ପ୍ରାର୍ଥୀ

ଜାତୀୟ
– ବଳପୂର୍ବକ ବଟି ଆଦାୟ ମାମଲାରେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ପୁତୁରା ରିଜୱାନ କାସକାରକୁ ଗିରଫ କଲା ମୁମ୍ବଇ ପୁଲିସ୍‍
– ଦିଲ୍ଳୀରେ ଥିବା ଅନଧିକୃତ କଲୋନି ଘର ପଞ୍ଜିକୃତ ହେବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ
– ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ଭାଇ ତଥା ପାର୍ଟି ଉପାଧ୍ୟକ୍ଷ ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ, ୪୦୦ କୋଟି ଟଙ୍କାର ବେନାମୀ ପ୍ଲଟ୍‌ ଜବତ
– ସାମୁହିକ ହନୁମାନ ଚାଳିଶା ପାଠରେ ସାମିଲ ହେବାରୁ ତିନି ତଲାକ ମାମଲାର ଆବଦେନକାରୀ ଇଶରତ୍‌ ଜାହାଁଙ୍କୁ ହତ୍ୟା ଧମକ
– ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା କମିଟିକୁ ଜୁଲାଇ ଶେଷ ପର୍ଯ୍ୟନ୍ତ ନିଜର କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟରେ
– ତାମିଲନାଡୁରେ ଏଟିଏମ ଯୋଗେ ଲୋକଙ୍କୁ ଔଷଧ ସେବା ପ୍ରଦାନ ପାଇଁ ବ୍ୟବସ୍ଥା କଲେ ସରକାର, ପ୍ରାରମ୍ଭିକ ପର୍ଯ୍ୟାୟରେ ୩୨ଟି ସ୍ଥାନରେ ସ୍ଥାପନ ହେବ ଔଷଧ ଏଟିଏମ ମେସିନ

- Advertisement -

ଆନ୍ତର୍ଜାତିକ
– ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ପ୍ରସଙ୍ଗରେ ଆନ୍ତର୍ଜାତିକ କୋର୍ଟଙ୍କ ନିଷ୍ପତ୍ତିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରଶଂସା
– ନ୍ୟାସନାଲ ଆକାଣ୍ଟିବିଲିଟି ବ୍ୟୁରୋ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ-ନୱାଜ’ର ନେତା ଶାହିଦ ଖାକାନ ଆବାସି ଗିରଫ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories