ସନ୍ଧ୍ୟା ୬ଟା – ମୁଖ୍ୟ ସମ୍ବାଦ

0

ବଡ ଖବର
# ଟୀକା ନେବାପରେ ରାଉରକେଲା ସେକ୍ଟର ୬ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ – ତଦନ୍ତକାରୀ ଟିମ ଗଠିତ
# ଛାତ୍ର ସଂସଦ ଆବାହକ ଇତିଶ ଓ ପିସିସି ସଭାପତି ନିରଞ୍ଜନ ମୁହାଁମୁହିଁ – ନିରଞ୍ଜନ କହିଲେ ନିର୍ବାଚନରେ ହାରିବା ପରେ ଇତିଶ ନିରାଶ
# ପୁରୀ ବିକାଶ ଦାୟିତ୍ୱରେ ଦାୟିତ୍ୱରେ ୨୦୧୮ ବ୍ୟାଚ୍‌ର ୫ ନୂଆ ଆଇଏଏସ୍‌
# # ଇମ୍ରାନ ଖାନଙ୍କ ଟ୍ୱିଟ – ଜାତିସଂଘରେ ପାକିସ୍ତାନକୁ ସମର୍ଥନ କଲେ ୫୮ ଦେଶ – କିନ୍ତୁ ଜାତିସଂଘରେ ଅଛନ୍ତି ୪୭ ସଭ୍ୟ ଦେଶ

ଆଞ୍ଚଳିକ
# ଟୀକା ନେବାପରେ ରାଉରକେଲା ସେକ୍ଟର ୬ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ – ତଦନ୍ତକାରୀ ଟିମ ଗଠିତ
# ଇମ୍ଫା – ଏନ୍‌ଆଇଟି ରାଉରକେଲା ଅନୁବନ୍ଧିତ – ‘ଡକ୍ଟର ବଂଶୀଧର ପଣ୍ଡା ଗୋଲଡ୍‌ ମେଡାଲ’ରେ ଏନ୍‌ଆଇଟି ମେଟାଲର୍ଜି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ସମ୍ମାନିତ କରିବ ଇମ୍ଫା
# ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା – କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୂର ଓ ନୂଆପଡ଼ାକୁ ସତର୍କ ସୂଚନା
# ଆସନ୍ତା ୨୭ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ – ଗୋପାଳପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ
# ବିଧାନସଭାରେ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ଭଲ ବ୍ୟବହାର ଓ ସରଳ ଜୀବନ ଯାପନ ପାଇଁ ବିଧାୟକଙ୍କୁ ପରାମର୍ଶ ଦେଲେ ନବୀନ
# ମାଲକାନଗିରିରେ ପ୍ଲାଷ୍ଟିକ୍‌ ଅଣ୍ଡା ବିକ୍ରି ଅଭିଯୋଗ ହୋଇଛି – ଅଣ୍ଡା ଭିତରୁ ବାହାରିଲା ପ୍ଲାଷ୍ଟିକ୍ ଆବରଣ
# ଢେଙ୍କାନାଳ ଖଡ଼ଗପ୍ରସାଦ ଘାଟରେ ଡଙ୍ଗା ବୁଡ଼ି ଘଟଣା – ସାତ ଦିନ ପରେ ଆଜି ମିଳିଲା ଚତୁର୍ଥ ନିଖୋଜ ବ୍ୟକ୍ତି ରୋଡ ଗାଁର ସୁଶାନ୍ତ ସାହୁଙ୍କ ମୃତ ଦେହ
# ପୁରୀ ବିକାଶ ଦାୟିତ୍ୱରେ ଦାୟିତ୍ୱରେ ୨୦୧୮ ବ୍ୟାଚ୍‌ର ୫ ନୂଆ ଆଇଏଏସ୍‌ – ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ୍‌, ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେସ୍‌ ଦାସ ପାଟିଲ୍‌
# ଛାତ୍ର ସଂସଦ ଆବାହକ ଇତିଶ ଓ ପିସିସି ସଭାପତି ନିରଞ୍ଜନ ମୁହାଁମୁହିଁ – ନିରଞ୍ଜନ କହିଲେ ନିର୍ବାଚନରେ ହାରିବା ପରେ ଇତିଶ ନିରାଶ
# ସମ୍ବଲପୁର ଅଇଁଣ୍ଠାପାଲିରେ ଘରର କାନ୍ଥ ଭୁଶୁଡି ଜଣେ ମୃତ, ୨ ଆହତ
# ହୀରାକୁଦର ଆଉ ୩ଟି ଗେଟ୍ ଖୋଲିଲା – ବର୍ଦ୍ଧିତ ଜଳସ୍ତରକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ
# ପାରାଦ୍ୱୀପ ବନ୍ଦର ଭିତରେ ଦୁର୍ଘଟଣା ରୋକିବାକୁ ନୂଆ ଯୋଜନା – ନିଷିଦ୍ଧାଞ୍ଚଳରେ ଆରମ୍ଭ ହେଲା ବସ୍‌ ସେବା
# କେନ୍ଦୁଝର ଆନନ୍ଦପୁରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମାଡ – ପ୍ରତିବାଦ କରି ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ

prayash

ଜାତୀୟ
# ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗା ଓଲଟି ୧୧ ମୃତ, ୪ ନିଖୋଜ
# ଫାଇନ ଆଦାୟ ରେକର୍ଡ – ନୂଆଦିଲ୍ଲୀରେ ଟ୍ରାଫିକ୍ ନିୟମ ଭାଙ୍ଗି ଟ୍ରକ୍ ଡ୍ରାଇଭର ଗଣିଲେ ୨ ଲକ୍ଷ ଟଙ୍କା ଜରିମାନା
# ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିୟନର ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ ଧର୍ମଘଟ ନେଇ ଚେତାବନୀ
# ଗିରଫ ହୋଇ ପାରନ୍ତି ରାଜୀବ କୁମାର – ସାରଦା ଚିଟ ଫଣ୍ଡ ମାମଲାରେ ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ହଟାଇଲେ କୋଲକାତା ହାଇକୋର୍ଟ
# ଅରୁଣାଚଳ ପ୍ରଦେଶ ସୀମାରେ ଭାରତ ମୁତୟନ କରିବ ଆଧୁନିକ ଆମେରିକୀୟ ଅସ୍ତ୍ରଶସ୍ତ୍ର
# ଦିଲ୍ଲୀ ବିଶ୍ଵବିଦ୍ୟାଳୟ ନିର୍ବାଚନ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ – ଏବିଭିପିର ବିପୁଳ ବିଜୟ
# ମନି ଲଣ୍ଡରିଂ ମାମଲାରେ ଜଡିତ ରବର୍ଟ ଭଦ୍ରାଙ୍କୁ ବ୍ୟବସାୟ ଉଦ୍ଦେଶ୍ୟରେ ୨୧ ସେପ୍ଟେମ୍ବରରୁ ୮ ଅକ୍ଟୋବର ଯାଏଁ ସ୍ପେନ ଯାତ୍ରା ପାଇଁ ଅନୁମତି ପ୍ରଦାନ କଲେ ସ୍ୱତନ୍ତ୍ର ଜଜ୍ ଅରବିନ୍ଦ କୁମାର
# ଜାମ୍ମୁ କାଶ୍ମୀର କିସ୍ତୱାଡାରେ ପିଡିପିର ନେତା ନସୀରଙ୍କ ସୁରକ୍ଷାକର୍ମୀଙ୍କ ଠାରୁ ରାଇଫଲ ଛଡାଇ ଆତଙ୍କବାଦୀମାନେ
# ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍ ପ୍ରସଙ୍ଗ, ସୁପ୍ରିମକୋର୍ଟ କଲେ ଶୁଣାଣୀ – ସେପ୍ଟେମର ୨୪ ସୁଦ୍ଧା ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ
# ବିକ୍ରମ ଲ୍ୟାଣ୍ଡରକୁ ଖୋଜିବ ଆମେରିକାର ନାସା – ମଙ୍ଗଳବାର ଦିନ ବିକ୍ରମ ଲ୍ୟାଣ୍ଡିଂ ସ୍ଥାନ ଉପରେ ଊଡାଣ ଭରିବ ନାସାର ଅର୍ବିଟର
# ପୁଣି ଦିଲ୍ଲୀରେ ଲାଗୁ ହେବ ଅଡ-ଇଭିନ୍ ସ୍କିମ୍ କେଜରିୱାଲ କହିଲେ କାମ ହେବ ପ୍ରଦୂଷଣ
# ରାଜପଥ, ସଂସଦ ଭବନ ଏବଂ ସଚିବାଳୟର ହେବ ଆଧୁନୀକିକରଣ – ଡିଜାଇନ ପ୍ରସ୍ତୁତ କରୁଛନ୍ତି ସରକାର
# ପିଏନବି ଅର୍ଥ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କ ବିରୋଧରେ ଇଣ୍ଟରପୋଲର ରେଡ କର୍ଣ୍ଣର ନୋଟିସ ଜାରି
# ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେଙ୍କୁ ମୁମ୍ବାଇ ଦାଦର ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ଭିତରେ ଅସଦାଚରଣ – ଗିରଫ ହେଲା ଜଣେ ଅସମାଜିକ ଯୁବକ
# ୪୦୦ ରେଳ ଷ୍ଟେସନରେ ମିଳିବ ମାଟି ପାତ୍ରରେ ଚା ଓ ଲସି

ଆନ୍ତର୍ଜାତିକ
# ଇମ୍ରାନ ଖାନଙ୍କ ଟ୍ୱିଟ – ଜାତିସଂଘରେ ପାକିସ୍ତାନକୁ ସମର୍ଥନ କଲେ ୫୮ ଦେଶ – କିନ୍ତୁ ଜାତିସଂଘରେ ଅଛନ୍ତି ୪୭ ସଭ୍ୟ ଦେଶ
# ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି – ଇରାନ ସରକାର ତାଙ୍କ ସହ କଥାବାର୍ତା ଓ ଆଲୋଚନା କରିବାକୁ ଚାହୁଁଛନ୍ତି

kalyan agarbati
Leave A Reply