www.samajalive.in
Saturday, December 6, 2025
16.1 C
Bhubaneswar

ସମ୍ପର୍କୀୟ ଭାଇର ଛୁରାମାଡରେ ଭଉଣୀର ମୃତ୍ୟୁ

ବ୍ରହ୍ମପୁର : ରାକ୍ଷୀପୂର୍ଣ୍ଣିମାରେ ଭଉଣୀକୁ ହତ୍ୟା କଲା ଭାଇ । ବଡବଜାର ଥାନା ସପ୍ତମ ଗଳିରେ ଏମିତି ଅଘଟଣ ଘଟିଛି । ଜଣେ ସମ୍ପର୍କୀୟ ଭାଇର ଛୁରାମାଡରେ ଭଉଣୀଙ୍କ ମୃତ୍ୟୁ ହେବା ସହ ଆଉ ଜଣେ ଭାଇ ଗୁରୁତର ହୋଇଛନ୍ତି । ମୃତ ନାବାଳିକାଙ୍କ ବୟସ ମାତ୍ର ୧୩ ବର୍ଷ ବୋଲି ଜଣାପଡିଛି । ଘରେ ଶ୍ରାଦ୍ଧ ଦିଆଯିବା ସମୟରେ କୌଣସି କାରଣକୁ ନେଇ ବଚସା ହେବା ପରେ ସମ୍ପର୍କୀୟ ଭାଇ ରାଗିଯାଇ ଛୁରାମାଡ କରିଥିବା ସୂଚନା ମିଳିଛି । ଅନ୍ୟ ଜଣେ ଗୁରୁତର ଭାଇକୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories