www.samajalive.in
Sunday, December 14, 2025
17.1 C
Bhubaneswar

ଅସହାୟ ଲୋକଙ୍କୁ କରୋନା କିଟ୍‍ ବଂଟନ

ହରଭଙ୍ଗା: ହରଭଙ୍ଗା ବ୍ଲକର ଆଡେଣିଗଡ, ତିଲେଶ୍ୱର, କୁଶଙ୍ଗ, ବିଶିପାଲ୍ଲୀ, ପୁରୁଣାକଟକ, ଲୁଣିବାହାଲ ଅଂଚଳରେ ରେଡକ୍ରସ ପକ୍ଷରୁ ଅସହାୟ ଲୋକଙ୍କୁ କରୋନା କିଟ୍‍ ବଟଂନ କରାଯାଇଥିଲା। ଏହି ବଟଂନ କାର୍ଯ୍ୟକ୍ରମରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା, ବୌଦ୍ଧ ରେଡକ୍ରସ ମୁଖ୍ୟ ପ୍ରବୀର ଦାସ, ସଭ୍ୟ ନବକିଶୋର ଦୀପ, ସତ୍ୟ ନାୟକ, ସୁବାଷ ନାୟକ ପ୍ରମୁଖ ସାମିଲ ଥିଲେ। ପ୍ରଦାନ କରାଯାଇଥିବା କିଟରେ ସାବୁନ, ତେଲ, ପେଷ୍ଟ ଏବଂ ସାନିଟାଇଜର ଥିବା ସୂଚନା ମିଳିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories