www.samajalive.in
Saturday, December 13, 2025
18.1 C
Bhubaneswar

ଦେଶର ସମସ୍ତ ହନୁମାନ ମନ୍ଦିରରେ ଦଳିତ ମାନଙ୍କୁ ପୂଜାରୀ ନିଯୁକ୍ତି କରାଯାଉ : ଚନ୍ଦ୍ରଶେଖର

ନୂଆଦିଲ୍ଲୀ : ଭଗବାନ ରାମଙ୍କ ପରେ ବର୍ତ୍ତମାନ ହନୁମାନଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗବାନ ହନୁମାନଙ୍କୁ ଦଳିତ ବୋଲି କହିଥିଲେ। ଯାହାକୁ ନେଇ ରବିବାର ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଯୋଗୀଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯଦି ହନୁମାନ ଦଳିତ ଥିଲେ ତେବେ ଦେଶରେ ଥିବା ସମସ୍ତ ହନୁମାନ ମନ୍ଦିରକୁ ଦଳିତ ମାନଙ୍କ ହାତକୁ ଟେକିଦେବା ଦରକାର। ସମସ୍ତ ହନୁମାନ ମନ୍ଦିରରେ ଦଳିତ ଲୋକାମନଙ୍କୁ ପୂଜାରୀ ହିସାବରେ ନିଯୁକ୍ତି ଦେବା ଦରକାର।
ସେହିପରି ଉତ୍ତରପ୍ରଦେଶ ଆଗ୍ରାର ଲଙ୍ଗଡି କି ଚୌକି ଅଞ୍ଚଳରେ ଥିବା ଏକ ହନୁମାନ ମନ୍ଦିରରେ ଦଳିତ ସମାଜର ଲୋକମାନେ ଘେରାଉ କରିଥିଲେ। କୋଲି, ବାଲ୍ମିକି ଆଦି ସମ୍ପ୍ରଦାୟର ଲୋକମାନେ ହନୁମାନ ମନ୍ଦିରରେ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରିଥିଲେ।
ସୂଚନାଯୋଗ୍ୟ ଯେ, ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ହନୁମାନ ବଞ୍ଚିତ, ବନବାସୀ ଓ ଦଳିତ ଥିବା କହିଥିଲେ। ହନୁମାନ ଉତ୍ତରରୁୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ସମସ୍ତ ଭାରତୀୟ ସମୁଦାୟକୁ ଏକଜୁଟ କରିଥିବା ଯୋଗୀ ଆଦିତ୍ୟନାଥ କହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories