www.samajalive.in
Sunday, December 14, 2025
19.1 C
Bhubaneswar

ସପ୍ତମ ଗଡଜାତ ମହୋତ୍ସବର ଶୁଭଖୁଣ୍ଟି ସ୍ଥାପନ

ହରଭଙ୍ଗା : ହରଭଙ୍ଗା ବ୍ଲକ ବିରନରସିଂହପୁରଠାରେ ବୁଧୁବାର ସପ୍ତମ ଗଡଜାତ ମହୋତ୍ସବର ଶୁଭଖୁଣ୍ଟ ସ୍ଥାପନ କରାଯାଇଛି। ଶୁଭଖୁଣ୍ଟ ସ୍ଥାପନ ସମୟରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ଏମ ବି କେ, ବ୍ୟାଙ୍କ ମିତ୍ର, ସରପଞ୍ଚ, ସମିତିସଭ୍ୟ, କଳାକାର, ଗ୍ରାମ କମିଟି ମାନଙ୍କର ସଭାପତି,ଡ଼୍ରାଇଭର ମହାସଂଘର ସମସ୍ତ ସଭ୍ୟ, ମହୋତ୍ସବ କମିଟିର ସଭ୍ୟ ବୃନ୍ଦଙ୍କ ଉପସ୍ଥିତରେ ବ୍ରହ୍ମଣ ଦ୍ବାରା ମନ୍ତ୍ରପାଠ କରାଯାଇ ଦିନ ୧ ଘଣ୍ଟା ସମୟରେ ସ୍ଥାପନ କରା ଯାଇଥିଲା। ମହୋତ୍ସବର ସଭାପତି ବିଶ୍ୱଜିତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ସମସ୍ତଙ୍କର ପ୍ରସ୍ତାବ ଆଧାରରେ ସପ୍ତମ ଗଡ଼ଜାତ ଲୋକ ମହୋତ୍ସବ ର ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories