www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୩ ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ୍‌ ଓ ଜରିମାନା.. ଜରିମାନା ଅନାଦେୟ ଅଧିକ ବର୍ଷେ ଜେଲ୍‌.. କେନ୍ଦୁଝର ଅତିରିକ୍ତ ଜିଲ୍ଲାଜଜ ତଥା ପୋକ୍ସୋର ସ୍ୱତନ୍ତ୍ର ବିଚାରପତି ଆଜି ଏହି ରାୟ ଶୁଣାଇଛନ୍ତି..

ବାଲେଶ୍ବର: ଚିଟଫଣ୍ଡ ଠକେଇ ମାମଲାରେ ୨ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ.. ଏମଜିଏଲ ଇନଫ୍ରା ପ୍ରାଇଭେଟ ଲିମିଟେଡର ୨ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ..

- Advertisement -

ରାହୁଲ ଦ୍ରାବିଡ଼ ହିଁ ରହିବେ ଭାରତୀୟ ଦଳର ମୁଖ୍ୟ କୋଚ୍‌.. ଘୋଷଣା କଲା ବିସିସିଆଇ..

ଦୀର୍ଘ ୬ ମାସ ଧରି ପ୍ରେମିକ ନସରୁଲ୍ଲାଙ୍କ ସହ ପାକିସ୍ତାନରେ ରହିବା ପରେ ଶେଷରେ ନିଜ ଦେଶକୁ ଫେରିଲେ ଅଞ୍ଜୁ..

ଭିଜିଲାନ୍ସ ଜାଲରେ ମହିଳା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ.. ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ତହସିଲର ତସଲାଡିହି ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ..

ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା..

ରସୁଲଗଡରେ ସଡକ ଦୁର୍ଘଟଣା, ଜଣେ ମୃତ..

ସୋର : ମାଆର ମୃତଦେହକୁ ନେଇ ୨ ଭାଇଙ୍କ ମଧ୍ୟରେ ଟଣାଓଟରା.. ବାଳଙ୍ଗ ପଞ୍ଚାୟତ ସିମୁଳିଆ ଗାଁରେ ଅଭାବନୀୟ ଘଟଣା.. ବଡ ପୁଅ ହତ୍ୟା ଅଭିଯୋଗ ଆଣି ଶବ ବ୍ୟବଚ୍ଛେଦ ଦାବି କରିବାରୁ ବିବାଦ.. ମାଆ ସାନ ପୁଅ ପାଖରେ ରହୁଥିବା ବେଳେ ବଡ ପୁଅ ଅଲଗା ରହୁଥିଲା..

ସୁଦୃଶ ଲଘୁଚାପ କ୍ଷେତ୍ର ସୃଷ୍ଟି.. ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସଦୃଶ ଲଘୁଚାପ ସୃଷ୍ଟି.. ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେଇପାରେ.. ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ସମ୍ଭାବନା..

ଏୟାରଲିଫ୍ଟ ହେଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ୪୧ ଶ୍ରମିକ.. ହେଲିକପ୍ଟର ଯୋଗେ ସମସ୍ତଙ୍କୁ ଏୟାରଲିଫ୍ଟ କରାଗଲା..

 

 

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories