www.samajalive.in
Saturday, December 6, 2025
16.1 C
Bhubaneswar

ବ୍ୟାପୁଛି ଗୁଲେନବାରି ସିଣ୍ଡ୍ରମ : ଓଡିଶାକୁ ଘାରିଲାଣି ଭୟ,ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ସତର୍କ ଅଛନ୍ତି ରାଜ୍ୟ ସରକାର

ଭୁବନେଶ୍ଵର : ଦେଶରେ ସ୍ଥିତି ସଙ୍ଗୀନ କଲାଣି ଆଉ ଏକ ମାରାତ୍ମକ ଭୂତାଣୁ । ଯାହାର ନାମ ରହିଛି  ଗୁଲେନବାରି ସିଣ୍ଡ୍ରମ । ଏହା ଏକ ଜଳବାହିତ ରୋଗ।  ଏହି ରୋଗ ହେଲେ ରୋଗୀ ଦୁର୍ବଳ ହେବା ସହ ପକ୍ଷାଘାତ ରୋଗରେ ଶିକାର ହେଉଛନ୍ତି।  ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଏହି ମାମଲା ଦେଖାଦେଲାଣି । ଏପରିକି ପଶ୍ଚିମବଙ୍ଗରେ ବି ଏପରି ରୋଗୀ ଚିହ୍ନଟ ହେଲେଣି । ତେଣୁ ଓଡିଶା ପ୍ରତି ଭୟ ରହିଛି।  ହେଲେ ଏଯାଏଁ କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇନାହାନ୍ତି । ସେପଟେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories