www.samajalive.in
Sunday, December 14, 2025
19.1 C
Bhubaneswar

କୃଷି କାର୍ଯ୍ୟାଳୟରେ ସମନ୍ବିତ ପ୍ରଣାଳୀରେ କୃଷିର ବିକାଶ ତାଲିମ

ଜି ଉଦୟଗିରି: ସ୍ଥାନୀୟ ଗୋଷ୍ଠୀ କୃଷି କାର୍ଯ୍ୟାଳୟରେ ଗୋଷ୍ଟି କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃଷି ଅଧିକାରୀଙ୍କ ଆୟୋଜନ କ୍ରମେ ଓ ମୂଖ୍ୟ ଜିଲ୍ଲା କୃଷି ଅଧିକାରଙ୍କ ସହାୟତାରେ ସମନ୍ବିତ କୃଷି ପ୍ରଣାଳୀରେ କୃଷିର ବିକାଶ ନେଇ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଡ଼ ଆୟୂର୍ଦେହି ମିଶ୍ର, ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ ଓ ବୈଜ୍ଞାନିକ ଡଃ ସୁଜିତ୍ କୁମାର ମୁଖୀ ଉପସ୍ଥିତ ରହି ଚାଷୀଙ୍କୁ ସିମୀତ ଚାଷ ଜମିରେ ଅଧିକା ଉତ୍ପାଦନ ବୈଶୈକ ପଦ୍ଧତିରେ କରାଯାଇ ପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଥଲେ। ଏତଦ୍ ବ୍ୟତୀତ ଚାଷୀମାନେ ମାଟି ପରୀକ୍ଷା, ଜିଆ ଖତ, ଉଦ୍ୟାନ ବିଭାଗ, ମୁର୍ତ୍ତିକା ବିଭାଗ, ପଶୁପାଳନ ବିଭାଗ ଆଦି ବିଭାଗ ଦ୍ୱାରା କିପରି ଚାଷର ବିକାଶ ହୋଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଥଲେ। କାର୍ଯ୍ୟକ୍ରମକୁ କୃଷି ଅଧିଦର୍ଶକ କାଳୀ ଚରଣ ସାହୁ ପରିଚାଳନାରେ ସହଯୋଗ କରିଥିଲେ। ପରେ ୪ଟି ବ୍ଲକର ୩୦ଚାଷୀଙ୍କୁ ନେଇ କୃଷି ବିଜ୍ଞାନ କେନ୍ଦ୍ର ଭଞ୍ଜନଗର କୁ ପରିଦର୍ଶନ କରାଇଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories