www.samajalive.in
Monday, December 15, 2025
14.1 C
Bhubaneswar

ଗୁଡ୍‌ ଫ୍ରାଇଡେ, ସାମୂହିକ ପ୍ରାର୍ଥନା ପାଇଁ ଚର୍ଚ୍ଚରେ ଜମିଛି ଭିଡ

ଭୁବନେଶ୍ୱର: ଆଜି ହେଉଛି ଗୁଡ୍‌ ଫ୍ରାଇଡେ । ଏହି ଅବସରରେ ବିଭିନ୍ନ ଚର୍ଚ୍ଚ ଗୁଡିକରେ ସାମୂହିକ ପ୍ରାର୍ଥନାର ଆୟୋଜନ ହୋଇଛି । ଚର୍ଚ୍ଚ ଗୁଡିକରେ ଦିନତମାମ ସାମୂହିକ ପ୍ରାର୍ଥନାରେ ସାମିଲ ହେବାକୁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିଡ ଲାଗି ରହିଛି । ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହି ଦିନଟିକୁ ବଡ ଧୁମଧାମରେ ଦେଶବ୍ୟାପୀ ପାଳନ କରୁଛନ୍ତି । ଏହି ଦିନରେ ମାନବ ସମାଜର ମଙ୍ଗଳ ପାଇଁ ଯୀଶୁ ଖ୍ରୀଷ୍ଟ ନିଜକୁ ସମର୍ପିତ କରି ଦେଇଥିଲେ । ଶାନ୍ତି ପ୍ରତିଷ୍ଠା କରିବାକୁ ନିଜେ କ୍ରୁସବିଦ୍ଧ ହୋଇ ମହାପୁରୁଷ ଯୀଶୁ ନିଜ ଜୀବନକୁ ବଳିଦାନ ଦେଇଥିବାରୁ ଏହି ଦିନକୁ ପବିତ୍ର ଶୁକ୍ରବାର ବା ଗୁଡ୍‌ ଫ୍ରାଇଡେ ଭାବେ ପାଳନ କରାଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories