ପୁରୀ: ପୁରୀ ଜିଲ୍ଲା ଗୋପ୍ ବ୍ଲକ ଅନ୍ତର୍ଗତ ୧୧ ନମ୍ୱର ଜିଲ୍ଲା ପରିଷଦ ଜୋନ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟ୍ ଗ୍ରହଣ ହେଉଛି। ସକାଳୁ ଚାଲିଛି ମତଦାନ। ସେଠାରୁ ନିର୍ବାଚିତ ହୋଇଥିବା ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ୪ ତାରିଖରେ ଭୋଟ୍ ଗଣତି କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
Popular Categories



