www.samajalive.in
Sunday, December 7, 2025
26.1 C
Bhubaneswar

ଖସିଲା ସୁନା ଦର

ନୂଆଦିଲ୍ଲୀ: ଭାରତୀୟ ଗହଣା ବଜାରରେ ମଙ୍ଗଳବାର ସୁନା ଓ ରୂପା ମୂଲ୍ୟ ଶସ୍ତା ହୋଇଛି। ଶସ୍ତା ହେବା ପରେ ସୁନା ଦର ୧୦ ଗ୍ରାମ ପ୍ରତି ୬୧ ହଜାର ଟଙ୍କା ଅତିକ୍ରମ କରିଛି। ସେହିପରି ରୂପା ମୂଲ୍ୟ କିଲୋ ପିଛା ୭୦ ହଜାରରୁ ଅଧିକ ରହିଛି। ଜାତୀୟ ସ୍ତରରେ ୯୯୯ ଶୁଦ୍ଧତାଯୁକ୍ତ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୧୯୯୦ ଟଙ୍କା ରହିଛି। ଅପରପକ୍ଷେ, ୯୯୯ ଶୁଦ୍ଧତାଯୁକ୍ତ ରୂପା ମୂଲ୍ୟ କିଲୋ ପ୍ରତି ୭୦୮୦୨ ଟଙ୍କା ରହିଛି।

ଇଣ୍ଡିଆନ୍‌ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ୍‌ ମୁତାବକ, ସୋମବାର ସନ୍ଧ୍ୟାରେ ୨୪ କ୍ୟାରେଟ୍‌ ଶୁଦ୍ଧ ସୁନା ୧୦ ଗ୍ରାମ ପ୍ରତି ୬୨୦୧୭ ଟଙ୍କା ଥିଲା, ଯାହା ମଙ୍ଗଳବାର ସକାଳେ ୬୧୯୯୦ ଟଙ୍କାକୁ ଖସି ଆସିଛି। ଏହିଭଳି ଭାବେ ଶୁଦ୍ଧତା ଆଧାରରେ ସୁନା ଓ ରୂପ ଦର ହ୍ରାସ ପାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories