www.samajalive.in
Saturday, December 6, 2025
16.1 C
Bhubaneswar

ସୁନା ଦାମ୍ କମିଲା ନା ବଢିଲା ; ଜାଣନ୍ତୁ କେତେ ଅଛି ଦାମ୍..

ନୂଆଦିଲ୍ଲୀ : ସୁନା-ରୁପା ଦାମ୍ ଉପରେ ରହିଛି ସଭିଁଙ୍କ ନଜର। ଗତ କିଛି ଦିନ ମଧ୍ୟରେ ସୁନା-ଚାନ୍ଦି ଦାମ୍ ଉଭୟ ବୃଦ୍ଧି ଓ ହ୍ରାସ ହେଉଥିବା ଦେଖାଯାଉଛି। ତେବେ ଜନ୍ ୫ ଓ ୬ରେ ସୁନା ଦାମ୍ କେତେ ରହିଛି ଜାଣନ୍ତୁ..

୨୨ କ୍ୟାରେଟର ୧୦ ଗ୍ରାମ୍ ସୁନା ଦାମ୍ ଭୁବନେଶ୍ୱରରେ ଜୁନ ୬ରେ ୬୭,୩୦୦ ଟଙ୍କା ଥିବା ବେଳେ ଜୁନ୍ ୫ରେ ଏହା ୬୬,୬୦୦ ଟଙ୍କା ଥିଲା।

- Advertisement -

ସେହିପରି ୨୪ କ୍ୟାରେଟ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ଜୁନ ୬ରେ ୭୩,୪୨୦ ଟଙ୍କା ଥିବା ବେଳେ ଜୁନ୍ ୫ରେ ଏହା ୭୨,୬୫୦ ଟଙ୍କା ଥିଲା।

୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମକୁ ଜୁନ୍ ୬ରେ ୫୫,୦୬୦ ଥିବା ବେଳେ ଜୁନ୍ ୫ରେ ୫୪,୪୯୦ ଟଙ୍କା ଥିଲା।

ଏହାସହ ୧ କେଜି ଚାନ୍ଦି ଦାମ୍ ଜୁନ୍ ୬ରେ ୯୮,୦୦୦ ଟଙ୍କା ଥିବା ବେଳେ ଜୁନ୍ ୫ରେ ଏହା ୯୬,୨୦୦ ଟଙ୍କା ଥିଲା।

ଜୁନରେ ବୃହସ୍ପତି ଉଦୟ ; ଜାଣନ୍ତୁ କେଉଁ ରାଶିଙ୍କ ଭାଗ୍ୟ ବଦଳିଯିବ, ହଠାତ୍ ମିଳିବ ଧନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories