ଜୁନରେ ବୃହସ୍ପତି ଉଦୟ ; ଜାଣନ୍ତୁ କେଉଁ ରାଶିଙ୍କ ଭାଗ୍ୟ ବଦଳିଯିବ, ହଠାତ୍ ମିଳିବ ଧନ..

ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଗ୍ରହଙ୍କ ଖୁବ୍ ପ୍ରଭାବ ରହିଛି। ବୃହସ୍ପତି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ। ଗ୍ରହମାନଙ୍କ ଗୁରୁ ଗ୍ରହ କୁହାଯାଉଥିବା ବୃହସ୍ପତି ଜୁନ ମାସରେ ବୃଷ ରାଶିରେ ଉଦୟ ହୋଇଛନ୍ତି। ହିନ୍ଦୁ ପଞ୍ଜିକା ଅନୁସାରେ ବୃହସ୍ପତି ୩ ଜୁନ୍ ୩ଟା ୨୧ ମିନିଟରେ ବୃଷ ରାଶିରେ ଉଦୟ ହେବା ସହ ବିଭିନ୍ନ ରାଶିରେ ଏହାର ଭିନ୍ନ ଭିନ୍ନ ପ୍ରଭାବ ରହିବ। … Continue reading ଜୁନରେ ବୃହସ୍ପତି ଉଦୟ ; ଜାଣନ୍ତୁ କେଉଁ ରାଶିଙ୍କ ଭାଗ୍ୟ ବଦଳିଯିବ, ହଠାତ୍ ମିଳିବ ଧନ..