www.samajalive.in
Saturday, December 6, 2025
15.1 C
Bhubaneswar

ଚିନ୍ତା ବଢାଇଲା ; ପୁଣି ସୁନା ଦର ବଢିଲା ଏତେ

ଭୁବନେଶ୍ୱର : ଲକ୍ଷେ ଟଙ୍କା ପାର୍‌ ହୋଇ ସାରିଛି ସୁନା ଦର । ଏବେ ନିୟମିତ ବଢି ଚାଲିଛି ପୁଣି ଦାମ୍‌ । ଯାହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଜୁନ୍‌ ୧୯ ଅର୍ଥାତ୍‌ ଗୁରୁବାର ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୧,୦୮୦ ଟଙ୍କା ରହିଛି । ଗତକାଲି ଏହା ୧,୦୦,୯୧୦ ଟଙ୍କା ଥିଲା । ଏଥିରେ ୧୭୦ ଟଙ୍କା ବୃଦ୍ଧି ହୋଇଛି ।

- Advertisement -

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୬୫୦ ଟଙ୍କା ରହିଛି । ଗତକାଲି ୯୨,୫୦୦ ଥିଲା । ଏଥିରେ ୧୫୦ ଟଙ୍କା ବୃଦ୍ଧି ପାଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୫,୮୧୦ ଟଙ୍କା ରହିଛି । ଗତକାଲି ଏହା ୭୫,୬୯୦ ଟଙ୍କା ଥିଲା । ଏଥିରେ ୧୨୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୨୦୦ ଟଙ୍କା ରହିଛି । ଗତକାଲି ୧୨,୧୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।

ବଡ ଖୁସି ନେଇ ଆସୁଛି ଜୁଲାଇ ; ଗୋଟିଏ ପରେ ଗୋଟିଏ ରାଜଯୋଗ, ଏହି ରାଶି ହେବେ କୋଟିପତି, ଖୋଲିବ ବନ୍ଦ ଭାଗ୍ୟର ତାଲା

ପୁଣି ମଝି ଆକାଶରୁ ଫେରିଲା; ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories