ପୁଣି ମଝି ଆକାଶରୁ ଫେରିଲା; ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
ନୂଆଦିଲ୍ଲୀ : ଦିଲ୍ଲୀରୁ ଲେହ ଯାଉଥିବା ଇଣ୍ଡିଗୋ ବିମାନର ଗୁରୁବାର ଜରୁରୀ ଅବତରଣ ହୋଇଛି । ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ପାଇଳଟ୍ଙ୍କ ସୂଚନା ପରେ ବିମାନ ଉଡାଣ ଭରିବାର କିଛି ସମୟ ପରେ ପୁଣି ଦିଲ୍ଲୀ ଫେରି ଆସିଥିଲା। ବିମାନକୁ ଜରୁରୀ ଅବତରଣ ସମୟରେ ମଧ୍ୟ ଯାତ୍ରୀଙ୍କ ମଧ୍ୟରେ ଭୟ ସହ ହଇଚଇ ସୃଷ୍ଟି ହୋଇଥିଲା । ପରେ ଯାତ୍ରୀଙ୍କ ପାଇଁ ଅନ୍ୟ ଏକ ବିମାନର ଆୟୋଜନ କରାଯାଇଥିଲା । ବିମାନ ୬ଇ ୨୦୦୬ ବିମାନକୁ … Continue reading ପୁଣି ମଝି ଆକାଶରୁ ଫେରିଲା; ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
Copy and paste this URL into your WordPress site to embed
Copy and paste this code into your site to embed