www.samajalive.in
Saturday, December 6, 2025
23.1 C
Bhubaneswar

ପୁଣି ବଢିଲା ସୁନା ଦାମ୍ ; ଜାଣନ୍ତୁ ୨୨ କ୍ୟାରେଟ୍ ଦାମ୍ କେତେ..

ନୂଆଦିଲ୍ଲୀ :ପୁଣି ବଢିଲା ସୁନା ଦାମ୍ । ଜୁନ୍ ୨୧ରେ ୧୦ ଗ୍ରାମ୍ ସୁନାର ମୂଲ୍ୟ ପ୍ରାୟ ୭୧,୦୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୭୩,୨୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୬୭,୧୫୦ ଟଙ୍କା ରହିଛି। ଏହାସହ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯୪,୦୦୦ ଟଙ୍କାକୁ ଖସି ଆସିଛି।

ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

- Advertisement -

୨୨ କ୍ୟାରେଟ୍               ୨୪ କ୍ୟାରେଟ୍

ଦିଲ୍ଲୀ-   ୬୭,୩୦୦          ୭୩,୪୦୦

ମୁମ୍ବାଇ-   ୬୭,୧୫୦          ୭୩,୨୫୦

ଅହମ୍ମଦାବାଦ –  ୬୭,୨୦୦  ୭୩,୩୦୦

ଚେନ୍ନାଇ –  ୬୭,୮୦୦         ୭୩,୯୭୦

କୋଲକାତା –  ୬୭,୧୫୦      ୭୩,୨୫୦

ଗୁରୁଗ୍ରାମ –  ୬୭,୩୦୦          ୭୩,୪୦୦

ଲକ୍ଷ୍ନୌ –  ୬୭,୩୦୦             ୭୩,୪୦୦

ବେଙ୍ଗାଲୁରୁ –  ୬୭,୧୫୦       ୭୩,୨୫୦

ଜୟପୁର –   ୬୭,୩୦୦          ୭୩,୪୦୦

ପାଟନା –   ୬୭,୨୦୦            ୭୩,୩୦୦

ଭୁବନେଶ୍ୱର – ୬୭,୧୫୦      ୭୩,୨୫୦

ହାଇଦ୍ରାବାଦ – ୬୭,୧୫୦      ୭୩,୨୫୦

ଦେଖନ୍ତୁ ଦିଲ୍ଲୀ ବର୍ଗର କିଙ୍ଗରେ ହତ୍ୟାକାଣ୍ଡର ଛାତିଥରା ଭିଡିଓ; ଝରକା ଡେଇଁବା ପରେ ମଧ୍ୟ ଛାଡି ନ ଥିଲେ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories