ଦେଖନ୍ତୁ ଦିଲ୍ଲୀ ବର୍ଗର କିଙ୍ଗରେ ହତ୍ୟାକାଣ୍ଡର ଛାତିଥରା ଭିଡିଓ; ଝରକା ଡେଇଁବା ପରେ ମଧ୍ୟ ଛାଡି ନ ଥିଲେ..

ନୂଆଦିଲ୍ଲୀ : ପଶ୍ଚିମ ଦିଲ୍ଲୀର ରାଜୈାରୀ ଗାର୍ଡେନ ସ୍ଥିତ ବର୍ଗର କିଙ୍ଗ ଆଉଟଲେଟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ସମସ୍ତ ଦୃଶ୍ୟର ସିସିଟିଭି ଫୁଟେଜ ବର୍ତ୍ତମାନ ସାମ୍ନାକୁ ଆସିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ୩ ଜଣ ଅଜ୍ଞାତ ସୁଟର୍ ଫୁଡ୍ ଆଉଟଲେଟ୍ ଭିତରେ ପ୍ରାୟ ୪୦ ରାଉଣ୍ଡ ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳି ବାଜିଥିବା ଯୁବକଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। दिल्ली: बर्गर किंग रेस्तरां … Continue reading ଦେଖନ୍ତୁ ଦିଲ୍ଲୀ ବର୍ଗର କିଙ୍ଗରେ ହତ୍ୟାକାଣ୍ଡର ଛାତିଥରା ଭିଡିଓ; ଝରକା ଡେଇଁବା ପରେ ମଧ୍ୟ ଛାଡି ନ ଥିଲେ..