www.samajalive.in
Saturday, December 6, 2025
15.1 C
Bhubaneswar

ବିଶ୍ୱର ଦକ୍ଷିଣାଞ୍ଚଳ ରାଷ୍ଟ୍ର ପାଇଁ ଜରୁରୀ ବିବିଧ ତଥା ଅଧିକ ଗଣତାନ୍ତ୍ରିକ ପୁନଃଜଗତୀକରଣ – ଜୟଶଙ୍କର

ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର କହିଛନ୍ତି, ବିଶ୍ୱର ଦକ୍ଷିଣାଞ୍ଚଳ ରାଷ୍ଟ୍ର ପାଇଁ ଏକ ବିବିଧ ତଥା ଅଧିକ ଗଣତାନ୍ତ୍ରିକ ପୁନଃଜଗତୀକରଣ ଜରୁରୀ। ବି୨୦ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ, ସେ କହିଛନ୍ତି ଯେ ବିଶ୍ୱର ଦକ୍ଷିଣାଞ୍ଚଳ ରାଷ୍ଟ୍ରଗୁଡିକ ଉତ୍ପାଦକ ହେବା ପରିବର୍ତ୍ତେ କ୍ରେତା ପାଲଟୁଛନ୍ତି ଫଳରେ ଅର୍ଥନୈତିକ ପରିବର୍ତ୍ତନର ସମ୍ପୂର୍ଣ୍ଣ ଲାଭ ହାସଲ କରିପାରୁ ନାହିଁ।

‘ରୋଲ ଅଫ ଗ୍ଲୋବାଲ ସାଉଥ ଇନ ଏମରଜିଙ୍ଗ ୱାର୍ଲଡ ୨.୦’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରି ଡଃ ଜୟଶଙ୍କର କହିଛନ୍ତି, ଜି-୨୦ର ଲକ୍ଷ ହେଉଛି ଅର୍ଥନୈତିକ ଅଭିବୃଦ୍ଧି ତଥା ବିକାଶକୁ ପ୍ରୋତ୍ସାହିତ କରିବା ଯେଉଁଥିରେ ବିଶ୍ୱର ଦକ୍ଷିଣାଞ୍ଚଳ ରାଷ୍ଟ୍ର ପାଇଁ ଋଣ ଏବଂ ଅର୍ଥ, ସ୍ଥାୟୀ ବିକାଶ, ଜଳବାୟୁ ପଦକ୍ଷେପ, ଖାଦ୍ୟ ନିରାପତ୍ତା ଏବଂ ମହିଳା ନେତୃତ୍ୱ ବିକାଶ ଭଳି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ଆବଶ୍ୟକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories