ସମାଜ ଡିଜିଟାଲ ଡେସ୍କ: ଚିକିଟି ବିଷାକ୍ତ ମଦ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକ ଲକ୍ଷ୍ମଣ ବେହେରା ଏମ୍କେସିଜି ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଘଟଣାରେ ଅନ୍ୟ ୪ଜଣ ଏବେବି ଏମକେସିଜିରେ ଚିକିତ୍ସାଧୀନ ରହିଛନ୍ତି। ସୂଚନା ଅନୁସାରେ ଗଞ୍ଜାମ ଜିଲାର ଚିକିଟିରେ ବିଷାକ୍ତ ମଦ ଖାଇ ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।
Popular Categories



