www.samajalive.in
Monday, December 15, 2025
27.1 C
Bhubaneswar

୨୫୮ କେଜି ଗ​ଞ୍ଜେଇ‌ ଜବତ ; ୪ ଗିରଫ

ମାଲକାନଗିରି : ମାଲକାନଗିରି ପୁଲିସ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି  ୨୫୮ କେଜି ଗ​ଞ୍ଜେଇ‌ ଜବତ କରିଛି । ଏହି କାରବାର ସହିତ ସଂମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ଚୋରା ଗ​ଞ୍ଜେଇ‌ କାରବାରରେ ସଂମ୍ପୃକ୍ତ ମନୋଜ କୁମାର ମଜୁମଦାର(୨୨), ମନୋଜ ବିଶ୍ବାସ(୩୮), ରଣଜିତ ସିକଦର(୩୦) ଓ ସୁବାସ ଖାରା(୩୭) କୁ ପୁଲିସ ଗିରଫ କରିଛି।  ସେମାନଙ୍କ ଠାରୁ ଗୋଟିଏ ମାରୁତି କାର ଓ ମହିନ୍ଦ୍ରା ମାର୍ଶାଲ,୪ଟି ମୋବାଇଲ ଫୋନ୍ ଓ ଲକ୍ଷେ ଟଙ୍କା ଜବତ କରାଯାଇଛି।

- Advertisement -

 

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories