www.samajalive.in
Monday, December 15, 2025
15.1 C
Bhubaneswar

ଟିକାବାଲିରେ କଂଗ୍ରେସର ପଦଯାତ୍ରା, ୫୦୦ରୁ ଅଧିକ କର୍ମୀଙ୍କ ଯୋଗଦାନ

ଜି ଉଦୟଗିରି: ଆଜି ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଗୋକୁଳ ପ୍ରଧାନଙ୍କ ନେତୃତ୍ବରେ ୫୦୦ରୁ ଉର୍ଦ୍ଧ କଂଗ୍ରେସ କର୍ମୀଙ୍କ ସହିତ ଘରେ ଘରେ କଂଗ୍ରେସ ପଦଯାତ୍ରା କରି ପରିବର୍ତ୍ତନର ଆହ୍ବାନ ଦେଇଛି। କାର୍ଯ୍ୟକ୍ରମରେ ରାଜୀବଗାନ୍ଧୀ ପଞ୍ଚାୟତରାଜ ଜିଲ୍ଲା ସଙ୍ଗଠକ ପ୍ରତାପ ପ୍ରଧାନ, ଉଦୟଗିରି ବ୍ଳକ ସଭାପତି ସଦାନନ୍ଦ ନାୟକ, ରାଜ୍ୟ ପିସିସି ସଭ୍ୟ ଜାକେସ ପ୍ରଧାନ, ଏସସି ସେଲ୍ ଅଧକ୍ଷ ପ୍ରଫୁଲ୍ଲ ଦିଗାଲ, ନିର୍ବାଚନ ମଣ୍ଡଳୀ ସଭାପତି ଦେବାଶିଷ ନାୟକ ଓ ବ୍ଲକ ସଂଯୋଜକ ଅନାନ୍ତ ସାହୁ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories