www.samajalive.in
Monday, December 15, 2025
15.1 C
Bhubaneswar

ଜି.ଉଦୟଗିରିରେ ଅଧ୍ୟକ୍ଷା ଉପ ନିର୍ବାଚନ: ମତଦାନ ୫୫.୪୧ପ୍ରତିଶତ, ୩ ପ୍ରାର୍ଥିନୀଙ୍କ ଭାଗ୍ୟ ଇଭିଏମ୍ ଭିତରେ ସିଲ୍

ଜି.ଉଦୟଗିରି : ଜି.ଉଦୟଗିରିରେ ଅଧ୍ୟକ୍ଷା ଉପ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି। ମୋଟ ୮ଟି ମତଦାନ କେନ୍ଦ୍ରର ୧୩ଟି ବୁଥରେ ଭୋଟର ଶାନ୍ତି ଶୃଙ୍ଖଳାରେ ମତଦାନ କରି ଥିଲେ। ମତଦାନ ଶେଷ ହେବା ପରେ ଇଭିଏମ୍ ସିଲ କରି ରଖାଯାଇଛି ଏବଂ ୩ ଜଣ ପ୍ରାର୍ଥୀନୀଙ୍କ ଭାଗ୍ୟ ଏବେ ଇଭିଏମ ଭିତରେ ସିଲ୍ ହୋଇ ରହିଛି। ଗୁରବାର ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ସାହୁ ସୁଚନା ଦେଉଛନ୍ତି।
ବୁଧବାର ଜି.ଉଦୟଗିରି ପରିଷଦର ୧୩ଟି ଓ୍ବାର୍ଡରେ ୩୮୧୧ ଜଣ ପୁରୁଷ ଭୋଟର,୪୩୪୧ ଜଣ ମହିଳା ଭୋଟର,୩  ଜଣ ତୃତୀୟଲିଙ୍ଗୀ ଭୋଟର ମୋଟ ୮୧୫୫ ଜଣ ଭୋଟଦାନରେ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories