www.samajalive.in
Saturday, December 6, 2025
17.1 C
Bhubaneswar

ସୁଇଟ ଫ୍ରେଞ୍ଚ ଟୋଷ୍ଟ

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୩ ଖଣ୍ଡ
ଅଣ୍ଡା – ୩ଟି
ଭ୍ୟାନିଲାସେନସ – ୧ଚାମଚ
ଡ଼ାଲଚିନି ଗୁଣ୍ଡ – ଅଳ୍ପ
ଲୁଣ – ଅଳ୍ପ
କ୍ଷୀର – ୩କପ
ଚିନି – ୩ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଣ୍ଡାକୁ ଫଟାଇ ଏହାର ଭିତର ଅଂଶକୁ ବାହାର କରି ଭଲ ଭାବେ ପେଣ୍ଟି ଦିଅନ୍ତୁ। ଏବେ ଏଥିରେ ଅଳ୍ପ ଲୁଣ, ଡ଼ାଲଚିନି ଗୁଣ୍ଡ, କ୍ଷୀର, ଭ୍ୟାନିଲାସେନ,ଚିନି ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏହାପରେ ଗ୍ୟାସ ଲଗାଇ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପାଉଁରୁଟି ଖଣ୍ଡକୁ ଏହି ମିଶ୍ରଣରେ ବୁଡ଼ାଇ ତେଲରେ ଛାଣି ଦିଅନ୍ତୁ। ଭଲ ଭାବେ ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ । ପ୍ରସ୍ତୁତ ହୋଇଗଲା ସୁଇଟ ଫ୍ରେଞ୍ଚ ଟୋଷ୍ଟ। ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories