www.samajalive.in
Sunday, December 7, 2025
26.1 C
Bhubaneswar

ନବରଙ୍ଗପୁର ପୁଲିସ ପକ୍ଷରୁ ୨ଲକ୍ଷରୁ ଊର୍ଦ୍ଧ୍ଵ ଜରିମାନା ଆଦାୟ, ଉମରକୋଟର ୪ଟି ଦୋକାନ ସିଲ୍‍

ନବରଙ୍ଗପୁର: ନବରଙ୍ଗପୁର ଜିଲା ପୁଲିସ ପକ୍ଷରୁ ଗତ ଦୁଇ ଦିନ ମଧ୍ୟରେ ୨ଲକ୍ଷ ୨୪ହଜାର ଟଙ୍କା ଫାଇନ୍‍ ଆଦାୟ କରାଯାଇଛି। କରୋନା ନିୟମ ପାଳନ କରୁ ନ ଥିବା ଅମାନିଆଙ୍କଠାରୁ ମାସ୍କ ଓ ସାମାଜିକ ଦୂରତା ପାଳନ କରି ନଥିବା କାରଣରୁ ୬୪ ହଜାର ଟଙ୍କା ଓ ଯାନବାହନ ଯାଞ୍ଚ କରି ୧ଲକ୍ଷ ୬୦ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଜଣାପଡିଛି। ସେହିପରି ଉମରକୋଟରେ କୋଭିଡ କଟକଣାକୁ ବେଖାତିର କରି ଖୋଲାଯାଇଥିବା ୪ଟି ଦୋକାନକୁ ପୁଲିସ ସିଲ କରିଛି। ଏସ୍‍ପି ପ୍ରହଲ୍ଲାଦ ସହାୟମୀନାଙ୍କ ନିର୍ଦ୍ଦେଶରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି। ଜିଲାର ସମସ୍ତ ଥାନାର ପୁଲିସ କଡାକଡି ଯାଞ୍ଚ କରୁଥିବା ଜଣାପଡିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories