www.samajalive.in
Saturday, December 6, 2025
14.1 C
Bhubaneswar

ବାଇକ୍‌‌ରେ ଆସି ଲୁଟି ନେଲେ ୧୭ ଲକ୍ଷ

ଫୁଲବାଣୀ : ଦିବା ଆଲୋକରେ ବ୍ୟବସାୟୀଙ୍କ ଠାରୁ ବଡ ଧରଣର ଲୁଟ। ବ୍ୟବସାୟୀଙ୍କ ଠାରୁ ଝାମ୍ପି ନେଲେ ଲକ୍ଷ ଲକ୍ଷ ଟଙ୍କା। ସୋମବାର ଝାମ୍ପି ନେଲେ ୧୭ ଲକ୍ଷ ୫୦ ହଜାର ଟଙ୍କା। ପଲ୍‌‌ସର ବାଇକ୍‌‌ରେ ୨ ଲୁଟେରା ଆସି ଆକ୍ସିସ ବ୍ୟାଙ୍କ ପାଖରୁ ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଝାମ୍ପି ନେଇଛନ୍ତି। ଗୁମାସ୍ତା ସହ ଟଙ୍କା ଜମା ପାଇଁ ବାଇକ୍‌‌ରେ ସମ୍ପୃକ୍ତ ବ୍ୟବସାୟୀ ଆସୁଥିଲେ। ଘଟଣା ବିଷୟରେ ଅଧିକ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories