www.samajalive.in
Saturday, December 6, 2025
14.1 C
Bhubaneswar

ବଡ ସଫଳତା ; ଗୁଳିବିନିମୟରେ ୫ ନକ୍ସଲ ନିହତ

ରାଞ୍ଚି : ଝାଡଖଣ୍ଡ ପୁଲିସକୁ ସୋମବାର ଏକ ବଡ ସଫଳତା ମିଳିଛି। ପୁଲିସ ସହ ଗୁଳିବିନିମୟ ସମୟରେ ୫ ନକ୍ସଲ ନିହତ ହୋଇଥିବା ନେଇ ଖବର ମିଳିଛି। ନିହତ ୨ ନକ୍ସଲଙ୍କ ନାଁରେ ୨୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରହିଥିଲା। ଅନ୍ୟ ୩ ନକ୍ସଲଙ୍କ ନାଁରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା। ଏହି ଗୁଳିବିନିମୟ ଝାଡଖଣ୍ଡର ଚତ୍ରାରେ ଘଟିଛି। ସେମାନଙ୍କ ନିକଟରୁ ଏକେ-୪୭ ମଧ୍ୟ ଜବତ କରାଯାଇଛି। ଏହାସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ମଧ୍ୟ ପୁଲିସ ତଲାସି ଅଭିଯାନ ଜାରି ରହିଛି।
ସୂଚନାନୁଯାୟୀ, ଗୁଳିବିନିମୟରେ ମୃତ ନକ୍ସଲମାନଙ୍କ ମଧ୍ୟରେ ଗୌତମ ପାସୱାନ ଓ ଚାର୍ଲି ରହିଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories