www.samajalive.in
Saturday, December 6, 2025
15.1 C
Bhubaneswar

ଲାଇନ୍‍ଚ୍ୟୁତ ହେଲା ଫାଲକନୁମା

କଟକ : ଫାଲକନୁମା ଏକ୍ସପ୍ରେସ ଲାଇନ୍‍ଚ୍ୟୁତ ହୋଇଛି। ସୂଚନା ଅନୁସାରେ, କପିଳାସ ରୋଡ଼୍‍ ନିକଟରେ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ ଲାଇନ୍‍ଚ୍ୟୁତ ହୋଇଛି। ଟ୍ରେନ୍‍ ର ପଛ ଭାଗକୁ ଥିବା ଗାର୍ଡ଼ କମ୍‍ ଲଗେଜ ବଗି ଲାଇନ୍‍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଲାଇନ୍‍ଚ୍ୟୁତ ହେବା ପରେ ଏହା ପ୍ରାୟ ୪ କିଲୋମିଟର ଘୁଷୁଡ଼ି ଯାଇଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ଘଟିନଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories