www.samajalive.in
Sunday, December 14, 2025
17.1 C
Bhubaneswar

କଟକରେ ଏନକାଉଣ୍ଟର, ଯୁଗ ଆହତ

କଟକ: ୨୪ ଘଣ୍ଟାରେ କଟକ ପୁଲିସ୍‌କୁ ଆଉ ଏକ ସଫଳତା ମିଳିଛି । ଏନକାଉଣ୍ଟରରେ ଯୁଗ ଓରଫ ବସିର ଖାଁର ଡ଼ାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋରେ ପୁଲିସ ଏହି ଏନକାଉଣ୍ଟର କରିଛି । କୁରୁଣ୍ଟି ଠିକାଦାର ଓ ପିସିଆର ଭ୍ୟାନ୍‌ ଉପରକୁ ବୋମା ମାଡ଼ ଓ ଆକ୍ରମଣରେ ଯୁଗ ସମ୍ପୃକ୍ତ ଥିଲା । ଯୁଗ ପାଖରୁ ୩ଟି ବୋମା ଓ ମୋବାଇଲ ଜବତ କରାଯାଇଛି । ପୂର୍ବରୁ ଯୁଗର ସହଯୋଗୀ କାବୁ ମୁଣ୍ଡାକୁ ଏନକାଉଣ୍ଟର କରାଯାଇଥିଲା । କାବୁ ମୁଣ୍ଡାର ବାମ ଗୋଡ଼ରେ ଗୁଳି ବାଜିଥିଲା । ତାକୁ ମଧ୍ୟ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଗାଡ଼ିକୁ ବୋମା ମାଡ଼ କରିଥିଲା କାବୁଆ । ତା ନିକଟରୁ ଗୋଟିଏ ବନ୍ଧୁକ,୨ଟି ଗୁଳି ଓ ଗୋଟିଏ ଖୋକା ଜବତ କରାଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories