www.samajalive.in
Sunday, November 16, 2025
15.1 C
Bhubaneswar

ପରିତ୍ୟକ୍ତ କୂଅରୁ ହାତୀଛୁଆ ଉଦ୍ଧାର

ନର୍ଲା  (ନି.ପ୍ର): ନର୍ଲା ରେଞ୍ଜ ଅନ୍ତର୍ଗତ ବାବେନାଲର ଏକ ପରିତ୍ୟକ୍ତ କୂଅରୁ ଆଜି ଏକ ଛୁଆହାତୀକୁ ଉଦ୍ଧାର କରାଯାଇଛି ା ଆଜି ସକାଳେ ହାତୀଛୁଆକୁ କୂଅରେ ପଡିଥିବା ଦେଖି ସ୍ଥାନୀୟଲୋକେ ନର୍ଲା ବନବିଭାଗକୁ ଖବର ଦେଇଥିଲେ ା ଜେସିବି ସାହାଯ୍ୟରେ କୂଅରୁ ହାତୀଛୁଆକୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ପରେ ହାତୀଛୁଆଟି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା। ଉକ୍ତ ହାତୀଛୁଆର ବୟସ ପାଖାପାଖି ୪ ବର୍ଷ ହେବ ବୋଲି ବନପାଳ ଭବାନୀ ନାଏକ ଓ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ ସୂଚନା ଦେଇଛନ୍ତି। ନର୍ଲା ରେଞ୍ଜ ଅଞ୍ଚଳରେ ଗତ ୪ ଦିନ ମଧ୍ୟରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ଏକ ହାତୀଛୁଆ କୂଅରୁ ଉଦ୍ଧାର ହେବା ଏଠାରେ ହାତୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories