www.samajalive.in
Saturday, December 6, 2025
14.1 C
Bhubaneswar

ଦଶହରାରେ ଏମିତି ଦେବୀଙ୍କୁ କରନ୍ତୁ ପୂଜା; ସୁଖ ସମୃଦ୍ଧିରେ ଘର ହେବ ପରିପୂର୍ଣ୍ଣ

ସମାଜ ଡିଜିଟାଲ ଡେସ୍କ: ଅଶ୍ୱନି ମାସ ଶୁକ୍ଳ ପକ୍ଷ ଦଶମୀ ଦିନ ଦଶହରା ପାଳନ କରାଯାଏ। ମା ଦୁର୍ଗା ଦଶମୀେୀ ମହିଷାସୁରଙ୍କୁ ବଦ୍ଧ କରିଥିଲେ। କିମ୍ବଦନ୍ତୀ ଅନୁସାରେ ଦଶମୀ ଦିନ ମା ଦୁର୍ଗାଙ୍କୁ ଆଶୀର୍ବାଦରେ ଭଗବାନ ଶ୍ରୀରାମ ରାବଣଙ୍କୁ ବଦ୍ଧ କରିଥିଲେ। ଫଳରେ ଏହି ଦିନ ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିଲା। ଏହି କାରଣରୁ ପ୍ରତିବର୍ଷ ଦଶହରା ଦିନ ରାବଣ ପୋଡି ଅନୁଷ୍ଠିତ ହୋଇଥାଏ। ଦଶହରା ଦିନ ଦେବୀଙ୍କୁ ଅପରାଜିତା ଦେଇ ପୂଜା କରିଲେ ଅତ୍ୟନ୍ତ କଠିନ କାର୍ଯ୍ୟରେ ସଫଳତା ମିଳିବା ସହ ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଦଶହରା ଦିନ ବିଜୟ ମୁହୂର୍ତ୍ତ ହେଉଛି ଅପରାହ୍ନ ୨ଟା ୩ମିନିଟରୁ ୨ଟା ୪୯ମିନିଟ ପର୍ଯ୍ୟନ୍ତ ରହିଛି। ଏହି ସମୟରେ ଦେବୀଙ୍କୁ ଅପରାଜିତା ରୂପରେ ପୂଜା କରିଲେ ୧୦ଦିଗର ବିଜୟ ମିଳିଥାଏ। ଏହାସହିତ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବ୍ୟକ୍ତିଙ୍କୁ ସଫଳତା ମିଳିଥାଏ। ‘ଓମ୍‌‌ ଅପରାଜିତାୟ ନମଃ: ମନ୍ତ୍ର ଜପ କରି ପୂଜା କରିବା ଦ୍ୱାରା ଘରେ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories