ଦିଗପହଣ୍ଡି: ବଜ୍ରାଘାତରେ ଜଣେ ମୃତ ଓ ୩ ଆହତ ହୋଇଥିବା ସୂଚନା ମିଳିଛି। ପାତ୍ରପୁରରେ ବିଲରେ କାମ କରୁଥିବାବେଳେ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ୩ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ୩ଜଣ ଆହତଙ୍କୁ ଚିକିତ୍ସା ପାଇଁ ପାତ୍ରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
Popular Categories



