www.samajalive.in
Monday, December 15, 2025
17.1 C
Bhubaneswar

ଢେଙ୍କାନାଳ ଟାଉନ ଥାନାରେ ବିଜେଡି-ବିଜେପି କର୍ମୀ ପିଟାପିଟି

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ପରିସରରେ ବିଜେଡି-ବିଜେପି କର୍ମୀ ପିଟାପିଟି ହୋଇଛନ୍ତି। ଥାନା ପରିସର ମଧ୍ୟରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ହାତାହାତୀ ହୋଇଥିବା ଦେଖିବାକୁ ମିଳିଥିଲା। ସକାଳେ ଏକ ଗଣ୍ଡଗୋଳକୁ ନେଇ ଉଭୟ ଦଳ ଥାନାକୁ ଆସିଥିଲେ। ୧୫ ନମ୍ବର ୱାର୍ଡର ଏକ ଗଣ୍ଡଗୋଳକୁ ନେଇ ଉଭୟ ଦଳର କର୍ମୀ ଥାନାକୁ ଆସିଥିଲେ। ଢେଙ୍କାନାଳ ଟାଉନ ଥାନା ପରିସରରେ ବଚସାରୁ ଉଭୟ ଦଳ କର୍ମୀଙ୍କ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥି​‌େ​‌ର ପୁଲିସ ହସ୍ତକ୍ଷେପ କରି ଉଭୟ ଦଳକୁ ବୁଝାସୁଝା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories