www.samajalive.in
Wednesday, December 10, 2025
23.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଆତଙ୍କ ପାଇଁ ଜାନୁଆରୀ ମାସରୁ ଯୋଜନା ପ୍ରସ୍ତୁତ କରିଥିଲା ଆକ୍ରମଣକାରୀ । ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଯୋଜନାବଦ୍ଧ ଆକ୍ରମଣ ପାଇଁ ଜାନୁଆଣୀ ୨୬ରେ ବିଦ୍ଧିବଦ୍ଧ ଭାବେ ଯୋଜନା ହୋଇଥିଲା । ଅଧିକାରୀଙ୍କ ସୂଚନା ମୁତାବକ ଗିରଫ ହୋଇଥିବା ଡାକ୍ତର ମାନଙ୍କ ମଧ୍ୟରୁ ଜଣେ ଜାନୁଆରୀ ୨୬ରେ ଲାଲକିଲ୍ଲା ଅଞ୍ଚଳ ଗସ୍ତ କରିଥିଲେ । ଏହୀ ଗସ୍ତ ଆକ୍ରମଣ ଯୋଜନାର ଏକ ଅଂଶ ଥିଲା । ଗସ୍ତ ସମୟରେ ସେମାନେ ଆକ୍ରମଣ ପାଇଁ ବିସ୍ତୃତ ଯାଞ୍ଚ କରିଥିଲେ । ଜାନୁଆଣୀ ୨୬ରେ ଗସ୍ତବେଳେ ଲାଲ୍ଲକିଳା ଅଞ୍ଚଳରେ ରେକି କରିଥିଲେ ଆକ୍ରମଣକାରୀ । ଅନ୍ୟପଟେ ବିସ୍ପୋରଣ ଘଟଣାରେ ଏପର୍ଯ୍ୟ ଦିଲ୍ଲୀର ଆନ୍ତଃରାଜ୍ୟ ସୀମା, ଗାଜିପୁର, ସିଙ୍ଘୁ, ଟିକ୍ରି ଏବଂ ବଦରପୁରରେ ସୁରକ୍ଷା ଯାଞ୍ଚ କରାଯାଉଛି ଏବଂ ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବରେ ଯାଞ୍ଚ ଉପରେ ନଜର ରଖିଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories