() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା…
() ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…ତ୍ରୁଟିଶୂନ୍ୟ ମ୍ୟାଚ୍ ଆୟୋଜନ କରିବାକୁ ପରାମର୍ଶ…
() ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା… ଅଭିଯୁକ୍ତ ଶଙ୍କର ପୃଷ୍ଟିର କେୟାର ଟେକର ସାଗର କୁମାର ଗୌଡକୁ ଗିରଫ କଲା କ୍ରାଇମବ୍ରାଞ୍ଚ…
() ଡ଼ିସେମ୍ବର ୨୪ରୁ ବରଗଡ଼ ଧନୁଯାତ୍ରା….୧୫ରୁ କଳାକାର ଚୟନ, ନୂଆ କଳାକାରଙ୍କୁ ମିଳିବ ସୁଯୋଗ…
() ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପ୍ରଥମାଷ୍ଟମୀ ନୀତି… ଶ୍ରୀଜିଉଙ୍କ ମାମୁଘରୁ ଆସିଥିଲା ପ୍ରଥମାଷ୍ଟମୀ ଭାର…
() ନୂଆପଡା ଉପନିର୍ବାଚନ.. ମୋଟ୍ ୮୧.୯ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…
() ଦିଲ୍ଲୀ ବିସ୍ଫୋରଣ ଘଟଣା… ତଦନ୍ତ କରିବାକୁ ଗଠନ ହେଲା ଜାତୀୟ ତଦନ୍ତକାରୀ ସଂସ୍ଥା….
() ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର…ଏବେ ଘରେ ହିଁ ପରବର୍ତ୍ତୀ ଚିକିତ୍ସା ଚାଲିବା ନେଇ ସୂଚନା…



