www.samajalive.in
Saturday, December 6, 2025
15.1 C
Bhubaneswar

ମାଛ ଧରିବାବେଳେ ବୁଡିଗଲା ଡଙ୍ଗା: ଦୁଇ ଛୁଆ ମୃତ, ମା ନିଖୋଜ

ଦେବଗଡ: ରେଙ୍ଗାଲି ଡ୍ୟାମ୍‌ରେ ମାଛ ଧରିବାବେଳେ ବୁଡିଗଲା ଡଙ୍ଗା।  ଦୁଇ ଛୁଆ ମୃତ, ମା ନିଖୋଜ ।  କୁଣ୍ଢେଇଗୋଳା ଥାନା ତଲେଇସର ଡ୍ୟାମ୍ ନିକଟରେ ଏଭଳି ଅଘଟଣ ଘଟିଛି । ବିଳମ୍ବିତ ରାତିରେ ବାପା ମାଆ ଦୁଇ ଛୁଆଙ୍କୁ ଧରି ଡ୍ୟାମ୍ କୁ ମାଛ ଧରିବାକୁ ଆସିଥିଲେ। ଦୁଇ ମୃତ ଶିଶୁଙ୍କ ମଧ୍ୟରେ ଜଣେ ୬ ବର୍ଷ ଏବଂ ଅନ୍ୟ ଜଣେ ୩ ବର୍ଷର ବୋଲି ସୂଚନା ମିଳିଛି। ଡଙ୍ଗା ବୁଡିବା ପରେ ବାପା ଗୋଟେ ପୁଅକୁ ଧରି କୂଳକୁ ଆସିଥିଲେ। ପରେ ପୁଅର ମୃତ୍ୟୁ ଘଟିଥିବା ସେ ଜାଣିପାରିଥିଲେ।  ଦୁଇ ପୁଅର ମୃତଦେହ ଉଦ୍ଧାର ହୋଇଥିବାବେଳେ ଏବେ ବି ମହିଳା ଜଣକ ନିଖୋଜ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories