ବାଲେଶ୍ବର: ଟ୍ରେନରେ କଟି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଗତ ରାତିରେ ଗୋହିରାପଦା ଗ୍ରାମର ବାୟାଣୀ ମହାନ୍ତି (୯୦) ଅପ ଜଗନ୍ନାଥ ଟ୍ରେନ ଯୋଗେ ପରିବାର ସହିତ ଫେରି ସୋର ଷ୍ଟେସନ ପ୍ଲାଟଫର୍ମରେ ଶୋଇ ପଡିଥିଲେ। ବାୟାଣୀ ନିଦରୁ ଉଠି ଟ୍ରେନ ଲାଇନ କଡେ କଡେ ଇଟୁଆ ଗେଟ ନିକଟକୁ ଚାଲିଯାଇଥିଲା। ସେଠାରେ ଟ୍ରେନ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।
Popular Categories



