ରାଜନଗର : ରାଜନଗର ବ୍ଲକ ବିବେକାନନ୍ଦ ହାଇସ୍କୁଲ ବାଘମାରୀର ୧୨ ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ନାଗା ନାରାୟଣ ହାଇସ୍କୁଲ ଡାଙ୍ଗମାଳ ପରୀକ୍ଷା କେନ୍ଦ୍ରକୁ ନେଇ ଆସୁଥିବା ଏକ ବୋଲେରୋ କୃଷ୍ଣନଗର ନିକଟରେ ସାଇକେଲ ଆରୋହୀ କୃଷ୍ଣନଗର ଗ୍ରାମର ଗ୍ରାମର ସୁବୋଧ ମଣ୍ଡଳୀ(୫୧)କୁ ଧକ୍କା ଦେଇଛି । ଘଟଣାସ୍ଥଳରେ ସାଇକେଲ ଆରୋହୀ ସୁବୋଧଙ୍କ ମୃତ୍ୟୁ ଘଟିଛି । ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଡାଙ୍ଗମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Popular Categories



