www.samajalive.in
Tuesday, December 9, 2025
26.1 C
Bhubaneswar

ଗିରଫ ହେଲେ ସିଟି ଜିଏସଟି ଅଫିସର

କକଟକ : ଗିରଫ ହେଲେ ସିଟି ଜିଏସଟି ଅଫିସର। ୪ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଘଟଣାରେ ଭୁବନେଶ୍ୱର ସିଟି ଜିଏସଟି କାର୍ଯ୍ୟାଳୟରର ଆସିଷ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଅଭିନାଶ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହାବ୍ୟତୀତ ଅଭିନାଶଙ୍କ ଦୁଇ ସହଯୋଗୀ ଦୀପ୍ତିକାନ୍ତ ଚୌଧୁରୀ ଓ ସାତ୍ତ୍ୱକି ପଟ୍ଟନାୟକଙ୍କୁ ମଧ୍ୟ ଗିରଫ ଦର୍ଶେଇଛି ଭିଜିଲାନ୍ସ। ସରକାରୀ ଟଙ୍କା ହେରଫେର ଘଟଣାରେ ଗିରଫ ହୋଇଛନ୍ତି ଅଫିସର ଓ ତାଙ୍କ ସହଯୋଗୀ। ଏନେଇ ରାଜ୍ୟ ମୁଖ୍ୟ ଭିଜିଲାନ୍ସ କାର୍ଯ୍ୟଳୟରୁ ସୂଚନା ଦିଆଯାଇଛି।ଘଟଣା ରେ ଗିରଫ ହୋଇଛନ୍ତି ଅଫିସର ଓ ତାଙ୍କ ସହଯୋଗୀ। ଏନେଇ ରାଜ୍ୟ ମୁଖ୍ୟ ଭିଜିଲାନ୍ସ କାର୍ଯ୍ୟଳୟ ରୁ ସୂଚନା।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories