www.samajalive.in
Monday, December 15, 2025
14.1 C
Bhubaneswar

ଦୁଇ ଅଧିନାୟକଙ୍କ ମଧ୍ୟରେ ମୁକାବିଲା

ବାଙ୍ଗାଲୋର : ଆଇପିଏଲ-୨୦୧୮ରେ ବୁଧବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଟିମ୍‍ ଇଣ୍ଡିଆର ବର୍ତ୍ତମାନର ଏବଂ ପୂର୍ବତନ ଦୁଇ ଅଧିନାୟକଙ୍କ ମଧ୍ୟରେ ଏହି ମୁକାବିଲା ଅନୁଷ୍ଠିତ ହେବ । ଚେନ୍ନଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ରୟ।।ଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏହି ହାଇ ଭୋଲଟେଜ ମ୍ୟାଚ ଅନୁଷ୍ଠିିତ ହେବ । ପଏଣ୍ଟ ଟେବୁଲରେ ଚେନ୍ନଇ ୫ଟିରୁ ୪ ମ୍ୟାଚ ଜିତି ୮ ପଏଣ୍ଟ ସହ ୨ୟ ସ୍ଥାନରେ ଥିବା ବେଳେ ବାଙ୍ଗାଲୋର ୫ଟିରୁ ୨ ମ୍ୟାଚ ଜିତି ୪ ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ୬ଟିରୁ ୫ ମ୍ୟାଚ ଜିତି ୧୦ ପଏଣ୍ଟ ସହିତ ପଞ୍ଜାବ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ବେଳେ ଦିଲ୍ଲୀ ୬ଟିରୁ ୧ ମ୍ୟାଚ ଜିତି ୨ ପଏଣ୍ଟ ସହ ୮ ନମ୍ବର ସ୍ଥାନରେ ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories