www.samajalive.in
Monday, December 15, 2025
16.1 C
Bhubaneswar

ଏଣିକି ୬ ମାସ ପରେ ପ୍ରିକସନ ଡୋଜ

ଭୁବନେଶ୍ବର: କରୋନା ଟିକା ପ୍ରିକସନ ଡୋଜ ନେବାର ସମୟ ସୀମା ହ୍ରାସ କରାଯାଇଛି। ପ୍ରିକସନ ଡୋଜ ସମୟ ସୀମା ୯ରୁ ୬ ମାସକୁ ହ୍ରାସ କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ୧୮ ବର୍ଷରୁ ଅଧିକ ବୟସ୍କ ବର୍ଗଙ୍କ ପାଇଁ ପ୍ରିକସନ ଡୋଜ ଅବଧିରେ ହ୍ରାସ ହୋଇଛି। ପୂର୍ବରୁ ୨ୟ ଡୋଜ ନେବାର ୯ ମାସ ପରେ ଦିଆଯାଉଥିଲା ପ୍ରିକସନ ଟିକା।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories