www.samajalive.in
Saturday, December 6, 2025
16.1 C
Bhubaneswar

ଲକ୍ଷ୍ନୌରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଂକ୍ରମିତ; ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବୁଧବାର ଜଣାପଡିଛି। ଡାକ୍ତରଙ୍କ ରିପୋର୍ଟ ସକରାତ୍ମକ ଆସିବା ପରେ ଲକ୍ଷ୍ନୌରେ କରୋନା ଆକ୍ରାନ୍ତ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ଆକ୍ରାନ୍ତ ଡାକ୍ତରଙ୍କ ଚିକିତ୍ସା ଜାରି ରହିଛି। ଲକ୍ଷ୍ନୌର ଡାକ୍ତରଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୪୮ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨୩ ଜଣ ଭାରତୀୟ ଏବଂ ୨୫ ଜଣ ବିଦେଶୀ ରହିଛନ୍ତି। ଭାରତରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସମୁଦାୟ ସଂକ୍ରମିତ ୧୪୮ ଭାରତୀୟ ୧୨୩ ବିଦେଶୀ ୨୫

 

ରାଜ୍ୟ ମୋଟ୍ ସଂଖ୍ୟା ଭାରତୀୟ ବିଦେଶୀ ସୁସ୍ଥ ହୋଇଥିବା
ମହାରାଷ୍ଟ୍ର ୪୧ ୩୮
କେରଳ ୨୭ ୨୫
ହରିୟାଣା ୧୬ ୧୪
ଦିଲ୍ଲୀ ୧୦
ୟୁପି ୧୭ ୧୬
କର୍ଣ୍ଣାଟକ ୧୧ ୧୧
ରାଜସ୍ଥାନ
ଲଦାଖ
ତାମିଲନାଡୁ
ଜାମ୍ମୁ କାଶ୍ମୀର
ପଞ୍ଜାବ
ତେଲେଙ୍ଗାନା
ଆନ୍ଧ୍ରପ୍ରଦେଶ
ଓଡିଶା
ଉତ୍ତରାଖଣ୍ଡ
ପଶ୍ଚିମବଙ୍ଗ

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories