ଭୁବନେଶ୍ୱର : ହିଞ୍ଜିଳିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ନରେ ପହଞ୍ଚି ସାରିଛନ୍ତି। ସମରଝୋଳରେ ମୁଖ୍ୟମନ୍ତ୍ରୀ ପହଞ୍ଚି ସାରିଛନ୍ତି। ସମରଝୋଳ ସାଧାରଣ ସଭାରେ ବିପୁଳ ଜନସମାଗମ ଦେଖିବାକୁ ମିଳିଛି। ମଞ୍ଚରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ରହିଛନ୍ତି। ହିଞ୍ଚିଳିରେ ଏଥରକୁ ମିଶାଇ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଏଠାରେ ପ୍ରାର୍ଥୀ ହୋଇଛନ୍ତି। ୨୪ ସାଧାରଣ ନିର୍ବାଚନ ପାଇଁ ଆଜି ଠାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଆରମ୍ଭ ହୋଇଛି। ବିଜେଡିର ଶୀର୍ଷ ତାରକା ପ୍ରଚାରକ ହେଉଛନ୍ତି ନବୀନ ପଟ୍ଟନାୟକ। ଜନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
Popular Categories



