ସାଢେ ୮ଟା ସୁଦ୍ଧା ୩୬ ଛୁଇଁଲା ତାପମାତ୍ରା
ରାଜ୍ୟବାସୀଙ୍କୁ ତାତିରୁ ମିଳିବନି ତ୍ରାହି। ଅସହ୍ୟ ତାତି ସହ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର। ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୬ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡିଗ୍ରୀ, ଜଗତସିଂହପୁର ୩୪ଡିଗ୍ରୀ, ଚାନ୍ଦବାଲି ୩୩.୮ ଡିଗ୍ରୀ, ଭଦ୍ରକରେ ତାପମାତ୍ରା ୩୩.୭ଡିଗ୍ରୀ ରହିଛି।
Comments are closed.