www.samajalive.in
Saturday, December 6, 2025
15.1 C
Bhubaneswar

ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ମା ତାରିଣୀଙ୍କୁ କରିବେ ଦର୍ଶନ

ଭୁବନେଶ୍ଵର: ଆଜି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଦିନ ସାଢେ ୧୧ଟା ଭୁବନେଶ୍ଵର ବିମାନ ବନ୍ଦରରୁ ବାହାରି ୧୨ଟା ୧୦ ମିନିଟ୍‌ ସମୟରେ ଘଟଗାଁସ୍ଥିତ ତାରିଣୀ ବିଦ୍ୟାପୀଠ ଛାତ୍ରାବାସ ପରିସରରେ ନିର୍ମିତ ହେଲିପ୍ୟାଡରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସଡକ ପଥରେ ଯାଇ ଘଟଗାଁ ମାଆ ତାରିଣୀଙ୍କୁ ଦର୍ଶନ କରିବେ। ସେଠାରେ ସାଢେ ୧ଟା ପର୍ଯ୍ୟନ୍ତ ରହିବେ। ଏବଂ ପରେ କେନ୍ଦୁଝର ଲାବଣ୍ୟ ଛକରେ ଆୟୋଜିତ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ସନ୍ଧ୍ୟା ୫ଟାରେ ସର୍କିଟ୍ ହାଉସ୍ ଯିବେ। ଏବଂ ସାଢେ ୫ଟାରେ  ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories