www.samajalive.in
Saturday, December 6, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀ ଅବସର ନିଅନ୍ତୁ, ଅନ୍ୟମାନଙ୍କୁ ସୁଯୋଗ ଦିଅନ୍ତୁ : ତଥାଗତ ଶତପଥୀ

ଭୁବନେଶ୍ବର : ନବୀନ ପଟ୍ଟନାୟକ ୪ ଥର ମୁଖ୍ୟମନ୍ତ୍ରୀ ହେଲେଣି। ସେ ଏବେ ଅବସର ନେବା ଉଚିତ ବୋଲି ଢେଙ୍କାନାଳ ବିଜୁ ଜନତା ଦଳର ସାଂସଦ ତଥାଗତ ଶତପଥୀ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତାକାରରେ କହିଛନ୍ତି।

ମୁମ୍ବଇ ମିରର ନାମକ ଗଣମାଧ୍ୟମକୁ ତଥାଗତ ଏପରି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓ ନବୀନ ପଟ୍ଟନାୟକ ବର୍ତ୍ତମାନ ଅବସର ନେଇଯିବା ଉଚିତ। କାରଣ ନବୀନ ପଟ୍ଟନାୟକ ୪ଥର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଆଉ କେତେ ଥର ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ତଥାଗତ ପ୍ରଶ୍ନ କରିଛନ୍ତି। ଏହାସହ ନବୀନ ଅନ୍ୟମାନଙ୍କୁ ସୁଯୋଗ ଦେବା ଉଚିତ ବୋଲି ସେ କହିଛନ୍ତି।

- Advertisement -

ଏହାସହ ସେ କହିଛନ୍ତି ଯେ, ଓଡିଶାର ଅଧିକାଂଶ ଗଣମାଧ୍ୟମ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣରେ ରହିଛି। ଗଣମାଧ୍ୟମ ଆଶାନୁରୂପ କାର୍ଯ୍ୟ ନ କଲେ ଗଣତନ୍ତ୍ର ବିପଦରେ ରହିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories