କୁନୋ ନ୍ୟାସନାଲ ପାର୍କରେ ଚିତା ବାଘ ସଂଖ୍ୟା ବୃଦ୍ଧି
ଭୋପାଳ: କୁନୋ ନ୍ୟାସନାଲ ପାର୍କରେ ଚିତା ବାଘ ସଂଖ୍ୟା ବୃଦ୍ଧି ହୋଇଛି। ଏଠାରେ ଆଫ୍ରିକାନ୍ ଚିତା ‘ଗାମିନ୍’ ଠାରୁ ୫ ଚିତା ବାଘ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ଫଳରେ ଜାତୀୟ ଉଦ୍ୟାନରେ ମୋଟ ଚିତା ଶବକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏନେଇ ବନ ବିଭାଗ ଟିମ୍ ବହୁତ ଖୁସି ଥିବା ବେଳେ ସୋସିଆଲ ମିଡ଼ିଆ ଏକ୍ସରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସୂଚନା ଦେଇଛନ୍ତି।
High Five, Kuno!
Female cheetah Gamini, age about 5 years, brought from Tswalu Kalahari Reserve, South Africa, has given birth to 5 cubs today.
This takes the tally of the Indian born cubs to 13. This is the fourth cheetah litter on Indian soil and the first litter of… pic.twitter.com/2II0QIc7LY
— Bhupender Yadav (मोदी का परिवार) (@byadavbjp) March 10, 2024
Comments are closed.