କାର୍-ପିକଅପ୍ ଭ୍ୟାନ୍ ଧକ୍କା: ଜଣେ ମୃତ, ୯ ଆହତ

ନବରଙ୍ଗପୁର : କାର୍-ପିକଅପ୍ ଭ୍ୟାନ୍ ଧକ୍କା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି । ଆମ୍ବପାଣି ଘାଟିରେ ଏହି ଦୁର୍ଘଟଣା ଘଟିଛି । ପିକଅପ୍ ଭ୍ୟାନରେ ଏକ ବ୍ୟାଣ୍ଡ୍ ପାର୍ଟି କଳାହାଣ୍ଡି ଯାଉଥିଲା । ତେବେ ଆମ୍ବପାଣି ଘାଟିରେ ଏକ କାର୍ ସହ ଧକ୍କା ହେବା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ୟାଣ୍ଡ୍ ପାର୍ଟିର ୯ ଜଣ ସଦସ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମୈଦଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯାଞ୍ଚ କରୁଛି ।

ଏସସି/ଏସଟି ଆବାସିକ ବିଦ୍ୟାଳୟରେ ଆଜିଠୁ ଖରାଛୁଟି, ଜୁନ ୧୯ରେ ଖୋଲିବ

Comments are closed.