www.samajalive.in
Sunday, December 14, 2025
14.1 C
Bhubaneswar

୧୬ ହଜାର ୩୯୧ କୋଟି ଟଙ୍କାର ମିଳିନି ବିନିମୟ ପତ୍ର

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷପାଇଁ ୧ ଲକ୍ଷ ୩ ହଜାର ୪୯୬ କୋଟି ଟଙ୍କାର ରାଜ୍ୟ ବଜେଟ୍‍ ଉପରେ ଆଜି ପ୍ରିନ୍‍ସିପାଲ୍‍ ଆକାଉଣ୍ଟାଣ୍ଟ୍‍ ଜେନେରାଲ୍‍ ଗୁରୁବାର ତାଙ୍କ ଆୟବ୍ୟୟ ବିବରଣୀ ପ୍ରକାଶ କରିଛନ୍ତି। ସେଥିରେ ୧ ଲକ୍ଷ ୩ ହଜାର ୪୯୬ କୋଟି ଟଙ୍କାର ବଜେଟ୍‍ ଉପରେ ବାସ୍ତବ କ୍ଷେତ୍ରରେ ୯୪ ହଜାର ୮୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସିଏଜି ପ୍ରକାଶ କରିଛନ୍ତି। ତେବେ ମୂଳ ବଜେଟ୍‍ର ୧୬ ହଜାର ୩୯୧ କୋଟି ଟଙ୍କାର ବିନିମୟ ପତ୍ର ମିଳି ନ ଥିବାରୁ ସେଥିନେଇ ସିଏଜି ଉଦବେଗ ପ୍ରକାଶ କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories